Jump to content

ବିବାଦୀ

ଉଇକିଅଭିଧାନ‌ରୁ

ବିବାଦୀ

ଉଚ୍ଚାରଣ

[ସମ୍ପାଦନା]
(ବିବାଦିନୀ—ସ୍ତ୍ରୀ)
  • (file)
  • (file)

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବି+ବଦ୍ ଧାତୁ+ଇନ୍; ୧ମା. ୧ବ)

[ସମ୍ପାଦନା]

କଳହକାରୀ —Quarrelling; contesting.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ମକଦ୍ଦମାରେ ପ୍ରତିବାଦୀ —The defendant in a suit.