Jump to content

ବିବାଦୀୟ

ଉଇକିଅଭିଧାନ‌ରୁ

ବିବାଦୀୟ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ସଂସ୍କୃତ - ବିଶେଷଣ - (ବିବାଦ+ଈୟ)

[ସମ୍ପାଦନା]
୧. ବିବାଦ ସମ୍ୱନ୍ଧୀୟ —୧. Pertaining to dispute.
୨. ମକଦ୍ଦମା ସମ୍ପକୀୟ —୨. Relating to a auit.
୩. ବିବାଦର ବିଷୟୀଭୂତ (ବିଷୟ) —୩. Being the subject matter of a dispute or bone of contention.