Jump to content

ବିବାଦ ପ୍ରିୟ

ଉଇକିଅଭିଧାନ‌ରୁ

ବିବାଦ ପ୍ରିୟ

ଉଚ୍ଚାରଣ

[ସମ୍ପାଦନା]
(ବିବାଦ ପ୍ରାୟା—ସ୍ତ୍ରୀ) 

(ବିବାଦ ପ୍ରିୟତା—ବି)

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବିବାଦ ପ୍ରିୟ ଅଟେ ଯାହାର)

[ସମ୍ପାଦନା]
୧. କଳହପ୍ରିୟ —୧. Quarrelsome.
୨. ମକଦ୍ଦମାବାଜ୍ —୨. Given to or fond of litigation; litigous.