Jump to content

ବିବାଦ ବିସମ୍ୱାଦ

ଉଇକିଅଭିଧାନ‌ରୁ

ବିବାଦ ବିସମ୍ୱାଦ

ଉଚ୍ଚାରଣ

[ସମ୍ପାଦନା]

ସଂ, ବିଶେଷ୍ୟ - (ସହଚର) (ବହୁବଚନାର୍ଥ ସୂଚକ)

[ସମ୍ପାଦନା]
୧. କଳିକଜିଆ —୧. Quarrel.
୨. ମାମଲା; ମକଦ୍ଦମା —୨. Litigation.
୩. ବିରୋଧ —୩. Dispute.