ବିବାଦ ଲଗେଇବା
ଦେଖଣା
ବିବାଦ ଲଗେଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ବିବାଦ ଲଗେଇବା
|
ଦେଶଜ - କ୍ରିୟାପଦ -
[ସମ୍ପାଦନା]- ୧. ଅନ୍ୟ ବ୍ୟକ୍ତି ସଙ୍ଗେ ବିବାଦ କରିବା —୧. To pick up a quarrel with another.
- ୨. ଦୁଇ ଜଣଙ୍କ ମଧ୍ୟରେ କଳହର ସୂତ୍ରପାତ କରିବା — ୨. To bring about a quarrel between ୨ persons; to set two persons; to quarrel.