ବିବାହାଙ୍ଗ
ଦେଖଣା
ବିବାହାଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବି(୬ଷ୍ଠୀ ତତ୍; ବିବାହ+ଅଙ୍ଗ)
[ସମ୍ପାଦନା]ବିବାହ କର୍ମରେ ବର— କନ୍ୟାଙ୍କର କର୍ତ୍ତବ୍ୟ ଭିନ୍ନ ଭିନ୍ନ ଅନୁଷ୍ଠାନ Ceremonies and functions in which the husband and the wife together have to take part In connection with the sacrament of marriage according to the Hindu scriptures.
[ ଦ୍ର—ଗୃହ୍ୟସୂତ୍ରମାନଙ୍କରେ ବିବାହର ୧୩: ଗୋଟି ଅଙ୍ଗ ଉଲ୍ଲିଖିତ ଅଛି; ଯଥା—ପାଣିଗ୍ରହଣ, ବିବାହ ହୋମ, ଲଜା ହୋମ, ଅଶ୍ମାରୋହଣ, ସପ୍ତପଦୀ, ଧ୍ରୁବଦର୍ଶନ, ଯାନା— ରୋହଣ, ବିବାହାଗ୍ନୀକୁ ସଙ୍ଗରେ ନେଇ ଗମନ, ଗୃହପ୍ରବେଶ, ଚତୁର୍ଥୀ କର୍ମ, ଗୃହାଗ୍ନୀପରିଚରଣ, ପକ୍ଷାଦିରେ ସ୍ଥାଳୀପାକ ଓ ଗର୍ଭାଧାନ ]