Jump to content

ବିବାହାର୍ଥୀ

ଉଇକିଅଭିଧାନ‌ରୁ

ବିବାହାର୍ଥୀ

ଉଚ୍ଚାରଣ

[ସମ୍ପାଦନା]
(ବିବାହାର୍ଥିନୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ଉପପଦ ତତ୍; ବିବାହ+ଅର୍ଥ ଧାତୁ+କର୍ତ୍ତୃ. ଇନ୍)

[ସମ୍ପାଦନା]

ବିବାହିତ ହେବା ନିମନ୍ତେ ଇଚ୍ଛୁକ — Desirous of marrying.