ବିବାହ୍ୟ
ଦେଖଣା
ବିବାହ୍ୟ
ଉଚ୍ଚାରଣ
[ସମ୍ପାଦନା](ବିବାହ୍ୟା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ପୁଂ. (ବି+ବହ୍ ଧାତୁ+କର୍ମ. ଯ)
[ସମ୍ପାଦନା]- ୧. ବିବାହ ଯୋଗ୍ୟ —୧. Marriageable; fit to be married or to be given in marriage.
- ୨. ବହନୀୟ —୨. Portable.
- ୩. ପ୍ରବାହିତ —୩. Flowing.
ସଂସ୍କୃତ - ବିଶେଷ୍ୟ -
[ସମ୍ପାଦନା]- ୧. ଜାମାତା —୧. Son-in-law.
- ୨. ବର —୨. Bridegroom.