ବିବିଆନା
ବିବି ବା ମେମ୍ମାନଙ୍କ ଚାଲିଚଳନ ବା ସାଜସଜ୍ଜା ପଦ୍ଧତି —The conduct or mode of dress of an European lady
ମେମ୍ମାନଙ୍କ ଯୋଗ୍ୟ —Befitting an European lady.