Jump to content

ବିବିଗ୍ନ

ଉଇକିଅଭିଧାନ‌ରୁ

ବିବିଗ୍ନ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବିଜ୍ ଧାତୁ=ଭୀତ ହେବା+କର୍ତ୍ତୃ. ତ)

[ସମ୍ପାଦନା]
୧. ଶଙ୍କିତ; ଭୀତ —୧. Alarmed; afraid.
୨. ଉଦ୍ୱିଗ୍ନ —୨. Anxious; perplexed; agitated.