ବିବିଧ
ଦେଖଣା
ବିବିଧ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ବି=ବହୁତ+ବିଧା=ପ୍ରକାର)
[ସମ୍ପାଦନା]- ୧. ନାନାବିଧ; ବହୁବିଧ; ନାନାପ୍ରକାର —୨. Various; diverse; of different kinds or sorts.
- ୨. ଅନେକ —୨. Many; sundry; miscellaneous.
ଦେଶଜ - ବିଶେଷ୍ୟ - (ନାମ)
[ସମ୍ପାଦନା]ରାମାୟଣୋକ୍ତ କପିବିଶେଷ —Name of a mokey described in the Rāmāyaṇa
(ଉ—ବିବିଧ ବିବିଧ ମାଡ଼ ମାରି ମାରି ପକାଇ ସୁମିତ୍ରଘନ— ଭଞ୍ଜ. ବୈଦେହୀଶବିଳାସ)