Jump to content

ବିବି ଧରା

ଉଇକିଅଭିଧାନ‌ରୁ

ବିବି ଧରା

ଉଚ୍ଚାରଣ

[ସମ୍ପାଦନା]
  • (file)

ପ୍ରାଦେଶିକ - (ବାଲେଶ୍ୱର) ବିଶେଷ୍ୟ -

[ସମ୍ପାଦନା]

ଏକପ୍ରକାର ତାସ୍ ଖେଳ — A kind of play in cards.

[ ଦ୍ର—ଏଥିରେ କଳାପାନ ରଙ୍ଗର ବିବି ତାସ୍ ଯାହା ହାତରେ ପଡ଼େ ତା ଉପରେ ବୋଝ ହୁଏ]