ବିବୀତ
ଦେଖଣା
ବିବୀତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି=ନୁହେଁ+ବୀତ=ଗତ)
[ସମ୍ପାଦନା]- ୧. ପ୍ରଚୁର ତୃଣାଦି— ବିଶିଷ୍ଟ ପରିରକ୍ଷିତ ଗୋଚରଭୂମି —୧. A grazing
land abounding in grass and reserved exclusively for cattle grazing.
- ୨. ଗୋଚରଣ ଭୂମି —୨. Pasture.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]- ୧. ପରିରକ୍ଷିତ —୨. Reserved.
- ୨. ବାଡ଼ ଦିଆ ହୋଇଥିବା —୨. Fenced; enclosed.