Jump to content

ବିବୁ

ଉଇକିଅଭିଧାନ‌ରୁ

ବିବୁ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ବୈଦେଶିକ - ବିଶେଷ୍ୟ - ସ୍ତ୍ରୀ (ଫାରାସୀ - ବିବୀ; ଫାରାସୀ - 'ବାବା'ର ସ୍ତ୍ରାଲିଙ୍ଗ)

[ସମ୍ପାଦନା]
୧. ମୁସଲମାନ୍ ଭଦ୍ରନାରୀ —୧. Mahomedan lady.
୨. ମହିଳା; ସ୍ତ୍ରୀ —୨. Woman.
୩. ପତ୍ନୀ —୩. Wife.
୪. ଇରୋପୀୟ ରମଣୀ; ସାହାବାଣୀ; ମେମ୍ —୪. An European lady.
୫. (ଲକ୍ଷଣାର୍ଥ) ସାଜସଜ୍ଜାପ୍ରିୟା ବିଳାସନୀ ନାରୀ —୫. (figurative) A belle.
୬. ତାସ୍ ଖେଳର ରାଣୀଚିତ୍ର ଚିହ୍ନିତ ତାସ — ୬. The card representing the queen in a pack of cards.