Jump to content

ବିବୁଧ

ଉଇକିଅଭିଧାନ‌ରୁ

ବିବୁଧ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି=ବିଶେଷରୂପେ+ବୁଧ୍ ଧାତୁ=ଜାଣିବା+କର୍ତ୍ତୃ. ଅ)

[ସମ୍ପାଦନା]
୧. ଦେବତା — ୧. Deity.
୨. ପଣ୍ତିତ —୨. Learned man; philosopher.
୩. ଚନ୍ଦ୍ର —୩. The moon.