Jump to content

ବିବୁଧାନ

ଉଇକିଅଭିଧାନ‌ରୁ

ବିବୁଧାନ

ଉଚ୍ଚାରଣ

[ସମ୍ପାଦନା]
(ବିବୁଧାନା—ସ୍ତ୍ରୀ) 

ସଂସ୍କୃତ - ବିଶେଷ୍ୟ - (ବି+ବୁଧ୍ ଧାତୁ+କର୍ତ୍ତୃ. ଆନ)

[ସମ୍ପାଦନା]
୧. ପଣ୍ତିତ —୧. Learned man.
୨. ଆଚାର୍ଯ୍ୟ —୨. Teacher; precepter.
୩. ଦେବ —୩. A Deity; a god.

ସଂସ୍କୃତ - ବିଶେଷଣ - ପୁଂ.

[ସମ୍ପାଦନା]

ପଣ୍ତିତ —Learned.