Jump to content

ବିବୃତାକ୍ଷ

ଉଇକିଅଭିଧାନ‌ରୁ

ବିବୃତାକ୍ଷ

ଉଚ୍ଚାରଣ

[ସମ୍ପାଦନା]
(ବିବୃତାକ୍ଷୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ବହୁବ୍ରୀହି; ବିବୃତ= ବିସ୍ତାରିତ+ଅକ୍ଷି)

[ସମ୍ପାଦନା]

ବିସ୍ପାରିତ ଲୋଚନବିଶିଷ୍ଟ —Having eyes wide open.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]

କୁକ୍କୁଟ —Cock.