Jump to content

ବିବୃତାସ୍ୟ

ଉଇକିଅଭିଧାନ‌ରୁ

ବିବୃତାସ୍ୟ

ଉଚ୍ଚାରଣ

[ସମ୍ପାଦନା]

(ବିବୃତ ମୁଖ, ବିବୃତ ବଦନ—ଅନ୍ୟରୂପ)

(ବିବୃତାସ୍ୟା, ବିବୃତ ମୁଖା, ବିବୃତ ବଦନ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ. (ବହୁବ୍ରୀହି; ବିବୃତ=ବିସ୍ତାରିତ+ଆସ୍ୟ=ମୁଖ)

[ସମ୍ପାଦନା]

ଯେ ମୁଖବ୍ୟାଦାନ କରିଥାଏ —Having the mouth a gape; with a gaping mouth