Jump to content

ବିବୃତ୍ତ

ଉଇକିଅଭିଧାନ‌ରୁ

ବିବୃତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ବୃତ୍ ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ଘୁରୁଥିବା, ଘୂର୍ଣ୍ଣିତ —୧. Revolving; whirling.
୨. ଭୂଲୁଣ୍ଠିତ —୨. Rolling on the ground; grovelling.
୩. ତିର୍ଯ୍ୟକ୍ ଚଳିତ —୩. Moving in a distorted manner.