ବିବେକ
ଦେଖଣା
ବିବେକ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷ୍ୟ - (ବି+ବିଚ୍ ଧାତୁ=ବିଚର କରିବା,ପୃଥକ୍ କରିବା+ଭାବ. ଅ)
[ସମ୍ପାଦନା]- ୧. ଭଲମନ୍ଦ ବିଚାର —୧. Discripmination.
- ୨. ବିବେଚନା —୨. Consideration.
- ୩. ତତ୍ତ୍ୱ ଜ୍ଞାନ —୩. Knowledge of fundamental truths.
- ୪. ଧର୍ମାଧର୍ମର ବୋଧ —୪. Knowledge of what is right and what is wrong.
- ୫. ହିତାହିତ ବିବେଚନା —୫. Conscience.
- ୬. ଔଦାସ୍ୟ —୬. Indifference to worldly affairs
- ୭. ବୈରାଗ୍ୟ —୭. Freedom from passions.
- ୮. ସ୍ନାନାଗାର —୮. Bath room,
- ୯. ଚୌବକା —୯. A cistern.
- ୧. କର୍ତ୍ତବ୍ୟାକର୍ତ୍ତବ୍ୟ ବିଚାର; ଭବି— ଷ୍ୟତ୍ ସମ୍ୱନ୍ଧରେ ବିବେଚନା —୧୦. Considerastion about one's future actions.
- ୧୧. ଦେହରୁ ବ୍ରହ୍ମକୁ ପୃଥକ୍ ଜ୍ଞାନ କରିବାର କ୍ଷମତା; ପ୍ରକୃତି ଓ ପୁରୁଷର ଭେଦଜ୍ଞାନ —୧୧. The discrimination between the Creator and the created.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ବିବେକୀ; ହିତାହିତ ଜ୍ଞାନଯୁକ୍ତ — Conscientious.
[ ଉ—ଲେଖିବା ପଢିବାର ଲୋକ, ସେ ଯେବେ ହୋଇବ ବିବେକ ଦୀନକୃଷ୍ଣ. ରସବିନୋଦ ]