Jump to content

ବିବେକୀ

ଉଇକିଅଭିଧାନ‌ରୁ

ବିବେକୀ

ଉଚ୍ଚାରଣ

[ସମ୍ପାଦନା]
(ବିବେକିନୀ—ସ୍ତ୍ରୀ) 

(ବିବେକତା—ବି)

  • (file)

ସଂସ୍କୃତ - ବିଶେଷଣ - ଫୁ—(ବିବେକ+ଇନ; ୧ମା. ୧ବ.)

[ସମ୍ପାଦନା]
୧. ବିବେକଯୁକ୍ତ —୧. Discriminating.
୨. ହିତା— ହିତ ଜ୍ଞାନଯୁକ୍ତ —୨. Conscientions.
୩. ବୌରାଗ୍ୟବିଶିଷ୍ଟ —୩. Indifferent to worldly concerns.

ସଂସ୍କୃତ - ବିଶେଷ୍ୟ - ଫୁ

[ସମ୍ପାଦନା]

ଦେବସେନ ରାଜାଙ୍କ ପୁତ୍ର —Name of the son of king Debasena.