ବିବେକ ସମ୍ମତ
ବିବେକାନୁମତ, ବିବେକାନୁକୂଳ, ବିବେକାନୁମୋଦିତ—ଅନ୍ୟରୂପ
ଯେଉଁ କାର୍ଯ୍ୟରୁ ଆପଣାର ବିବେକ ବୁଦ୍ଧି ସମର୍ଥନ କରିଅଛି —Approved by one's conscience; conscientious.