ବିବେଚକ
ଦେଖଣା
ବିବେଚକ
ଉଚ୍ଚାରଣ
[ସମ୍ପାଦନା](ଅବିବେଚକ—ବିପରୀତ)
(ବିବେଚିକା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - (ବି+ବିଚ୍ ଧାତୁ+କର୍ତ୍ତୃ. ଅକ)
[ସମ୍ପାଦନା]- ୧. ଯେ ଭଲ ମନ୍ଦ ବିବେଚନା କରେ —୧. Disringuishing between good and bad
- ୨. ବିଚାରକ —୨. Reasoning; thoughtful; considerate.
- ୩. ଜ୍ଞାନୀ —୩. Wise.
- ୪. ଭଲ ମନ୍ଦର ପରୀକ୍ଷାକାରକ —୪. Able to test good and bad.