Jump to content

ବିବେଚନା

ଉଇକିଅଭିଧାନ‌ରୁ

ବିବେଚନା

ଉଚ୍ଚାରଣ

[ସମ୍ପାଦନା]

(ଅବିବେଚନା—ବିପରୀତ)

  • (file)

ସଂସ୍କୃତ - ବିଶେଷ୍ୟ - (ବି+ବିଚ୍ ଧାତୁ+ଭାବ. ଅନ;+ଆ)

[ସମ୍ପାଦନା]
୧. ସଦସଦ୍ୱିଚାରକରଣ —୧. Discriminating between good and bad.
୨. ବିଚାର —୨. Consideration. judgment.
୩. ଅନୁସନ୍ଧାନକରଣ —୩. Inves; tigation.
୪. ବିଶେଷରୂପେ ଆଲୋଚନା ବା ବିଚାର ପୂର୍ବକ ନିର୍ଣ୍ଣୟ —୪. Ascertainment after consideration; considered judment.