ବିବ୍ରତ
ଦେଖଣା
ବିବ୍ରତ
ଉଚ୍ଚାରଣ
[ସମ୍ପାଦନା](ବିବ୍ରତା—ସ୍ତ୍ରୀ)
ସଂସ୍କୃତ - ବିଶେଷଣ - ଫୁ (ବି+ବ୍ରତ)
[ସମ୍ପାଦନା]- ୧. (ବୈଦିକ) ଅନିଚ୍ଛୁକ — ୧. Reluctory (M.W.)
- ୨. (ବୈଦିକ) ମଗରା; ଉତ୍ତରଦାୟକ; ଆଦେଶ ଲଙ୍ଘନକାରୀ — ୨. Refractory (M.W.)
- ୩. ବହୁ କର୍ମ ବା ବ୍ରତ ଅନୁଷ୍ଠାନକାରୀ —୩. Performing various actions or ceremonies (M.W.)
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଉଦ୍ଦେଶ୍ୟରୁ ବା ଶୃଙ୍ଖଳାରୁ ବିଚ୍ୟୁତ —୧. Disorganised.
- ୨. ବ୍ୟତିବ୍ୟସ୍ତ —୨. Perplexed; overwhelmed confounded; trouble.
- ୩. ବିପନ୍ନ — ୩. Best with danger or difficulties.
- ୪. କିଂକର୍ତ୍ତବ୍ୟୂବିମୁଢ଼ —୪. Dumbfounded; confounded.
[ଦ୍ରଷ୍ଟବ୍ୟ —ବିବ୍ରତ ଶବ୍ଦର ଉକ୍ତ ଦେଶଜ ଅର୍ଥମାନ ସଂସ୍କୃତ କୋଷ ଗ୍ରନ୍ଥମାନଙ୍କରେ ମିଳେ ନାହିଁ]