Jump to content

ବିବ୍ୱୋକ

ଉଇକିଅଭିଧାନ‌ରୁ

ବିବ୍ୱୋକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସ୍ତ୍ରୀମାନଙ୍କର ଅଭିମତବସ୍ତୁପ୍ରାପ୍ତିରେ ଗର୍ବ ହେତୁକ ଅନାଦର; (ଏହିପରି କରିବାଦ୍ୱାରା ନାୟକର ପ୍ରଣୟ ବୁଦ୍ଧି ହୁଏ) —୧. Affectation of in difference towards a beloved object (Apte).
୨. ଗର୍ବଯୁକ୍ତ ଅନାଦର —୨. Haughty indifference (Apte).
୩. ସ୍ତ୍ରୀମାନଙ୍କ ଶୃଙ୍ଗାର ଭାବଜ ଚେଷ୍ଟା —୩. Amorous gestures (Apte).