Jump to content

ବିଭକ୍ଷଣ

ଉଇକିଅଭିଧାନ‌ରୁ

ବିଭକ୍ଷଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ବୁଭୁକ୍ଷା)

[ସମ୍ପାଦନା]

ଖାଇବା ଇଚ୍ଛା —Desire to eat.

(ଉ—ବୀକ୍ଷଣ ଏ ସମୟକୁ କଲେ, ବିଭକ୍ଷଣେ ମନ ବଳାଇଲେ ଭଞ୍ଜ. ବୈଦେହୀଶବିଳାସ)