ବିଭଙ୍ଗ
ଦେଖଣା
ବିଭଙ୍ଗ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଭନ୍ଜ ଧାତୁ=ଭାଙ୍ଗିଯିବା+ଭାବ ଅ)
[ସମ୍ପାଦନା]- ୧. ଭାଙ୍ଗିଯିବା —୧. Fracture.
- ୨. ବିନ୍ୟାସ; ରଚନା —୨. Arrangement; setting in order; composition.
- ୩. ସଙ୍କୋଚ —୩. Contraction.
- ୪. (+କର୍ମ ଅ) ଖଣ୍ଡ; ଛେଦ —୪. A piece; section; part.
- ୫. ବଳିପଳିତ ଚର୍ମ —୫. ୫. Wrinkle.
ଦେଶଜ - ବିଶେଷ୍ୟ - (ସଂସ୍କୃତ - ବିଭଙ୍ଗି)
[ସମ୍ପାଦନା]- ୧. ରୋଗାଦି ହେତୁ ମୁଖର ମଳିନତା ବା ବର୍ଣ୍ଣହୀନତା —୧ Paleness brought about by disease.
- ୨. ମନୁଷ୍ୟର ସ୍ୱାଭାବିକ ଭଙ୍ଗିର ବୈଲକ୍ଷଣ୍ୟ — ୨. Change of one's countenance.
- ୩. ଚେହେରାର ବିରୂପତା ୩. Change of appearance for the worse.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ରୋଗାଦି ହେତୁ ବର୍ଣ୍ଣିହୀନ ବା ବିବର୍ଣ୍ଣ — ୧. Pale or discoloured owing to disease.
- ୨. ଆପଣାର ସ୍ୱାଭାବିକ ଭଙ୍ଗିହୀନ —୨. Crestfallen.
- ୩. ବିରୂପ; ବେଢଙ୍ଗ —୩. Of changed appearance (for the worse)
- ୪. 'ଭଙ୍ଗ' ରୋଗଗ୍ରସ୍ତ ବ୍ୟକ୍ତିର ମୁଖ ପରି ବିବର୍ଣ୍ଣ —୪. Having one's face discoloured.
- ୫. ଅସ୍ତବ୍ୟସ୍ତ; ଆଡ଼ୁଆତଡ଼ୁଆ —୫. confused; disoredered.
(ଉ.—ଖସୁଁ ଖୋସିବା ବସନ, ବିଭଙ୍ଗ କେଶ, ବସନ କେଡ଼େ ପ୍ରସନ୍ନ ଭଞ୍ଜ. ପ୍ରେମାସୁଧାମଣି)
- ୭. ନିରୁତ୍ସାହ; ଉତ୍ସାହ ଶୂନ୍ୟ — ୬. Dovoid of Zeal
- ୭. ମଳିନ ମୁଖ; ବିରସ — ୭. Pale in conuntenance.
(ଉ—ଏତେ ବୋଲି ଶର ବୃଷ୍ଟି କଲେ ତାର ଅଙ୍ଗ ହସଇ ଅସୁରବୀର ନୁହଇ ବିଭଙ୍ଗ —ବିଶ୍ୱନାଥ. ବିଚିତ୍ରରାମାୟଣ)