Jump to content

ବିଭଞ୍ଜିବା

ଉଇକିଅଭିଧାନ‌ରୁ

ବିଭଞ୍ଜିବା

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - କ୍ରି—(ପଦ୍ୟ) (ସଂସ୍କୃତ - ବିଭଙ୍ଗ)

[ସମ୍ପାଦନା]
୧. ଭାଙ୍ଗିବା — ୧. To break.

(ଉ—ବିଭଞ୍ଜେ ଇକ୍ଷୁ ଦଣ୍ଡ ପରି ପ୍ରଜଙ୍ଘ ଜଙ୍ଘକୁ ଗନ୍ଧମାଦନ ଭଞ୍ଜ. ବୈଦେହୀଶ— ବିଳାସ)

୨. ଜୋର୍ରେ ବା ବଳପୂର୍ବକ ଆଣିବା — ୨. To bring forcibly.

(ଉ—ମହୀ ପ୍ରଳୟ ଜଳରେ ଥିଲା ହଜି, ଦନ୍ତ ଅଗ୍ରେ ତୋଳି ଧଇଲ ବିଭଞ୍ଜି ପ୍ରାଚୀ. ରସବାରିଧି)

୩. ଗୋଟି ଗୋଟି କରିବା — ୩. To separate; to deal separately one by one.

(ଉ—ଶୁଣି ବିଭଞ୍ଜି କହିବା ବିବେକ ପ୍ରାଚୀ. ରସ ବାରିଧି)