Jump to content

ବିଭରଣ

ଉଇକିଅଭିଧାନ‌ରୁ

ବିଭରଣ

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଦେଶଜ - ବିଶେଷଣ -

[ସମ୍ପାଦନା]

ପରିହିତ; ପିନ୍ଧା ହୋଇଥିବା —Worn; cloth ed; clad.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]

ପରିଧାନ —Wearing; dress.

[ଉ—ବିଭରଣ ଉଷ୍ଣୀଶ ହିଣ୍ଡୀରମାନ ଯହିଁ ଭଞ୍ଜ. ବୈଦେହୀଶବିଳାସ]