ବିଭର୍ତ୍ତି
ଦେଖଣା
ବିଭର୍ତ୍ତି
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - କ୍ରି. (ଭୃ ଧାତୁ ବର୍ତ୍ତମାନକାଳ ୩ୟ ପୁରୁଷ; ସଂସ୍କୃତ ପ୍ରଥମ ପୁରୁଷ; ଏକବଚନର ଆକାର)
[ସମ୍ପାଦନା]- ୧. ଧାରଣ କରୁଅଛି; ପୋଷଣ କରୁଅଛି —୧. Is holding; is bearing.
- ୨. ଚକଚକ କରୁଅଛି; ଶୋଭା ପାଉଅଛି — ୨. Is glittering; is shining, is looking nice.
[ଉ—ବିଭର୍ତ୍ତି ମୋତିପନ୍ତି ଦନ୍ତ ଓଷ୍ଠ ମାଣିକ୍ୟ ପାତ୍ରେ ଭଞ୍ଜ. ବୈଦେହୀଶବିଳାସ]