Jump to content

ବିଭଳିତ

ଉଇକିଅଭିଧାନ‌ରୁ

ବିଭଳିତ

ଉଚ୍ଚାରଣ

[ସମ୍ପାଦନା]

ବିଭଳ, ବିଭୋର (ଳ)ଅନ୍ୟରୂପ

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - ବିଶେଷଣ - (ସଂସ୍କୃତ - ବିହ୍ୱଳ; ପ୍ରା. ବିବ୍ଭଳ)

[ସମ୍ପାଦନା]
୧. ବିହ୍ୱଳ — ୧. Perplexed; confounded.
୨. ଯେ ସବୁ କଥା ଭୁଲିଯାଏ —୨. Forgetful.
୩. ଉନ୍ନତ୍ତ —୩. Intoxicated.
୪. କିଂକର୍ତ୍ତବ୍ୟବିମୂଢ଼ —୪. Bewildered.