Jump to content

ବିଭଳିବା

ଉଇକିଅଭିଧାନ‌ରୁ

ବିଭଳିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ସଂସ୍କୃତ - ବିହ୍ୱଳ)

[ସମ୍ପାଦନା]

ବିହ୍ୱଳ ହେବା; ଶୋକାଦିଦ୍ୱାରା ଆର୍ତ୍ତ ହେବା —To be perplexed; to be bewildered.

[ଉ—ବୋଲୁ ବାଛି ସନ୍ଧିଲେ, ରାମଶର, ବିନ୍ଧିଲେ, ଯେତେ ତା ଶିର ନ ଛେଦିଲେ ସେ; ବିଭଳିଲେ ଭଞ୍ଜ. ବୈଦେହୀଶବିଳାସ]