Jump to content

ବିଭା

ଉଇକିଅଭିଧାନ‌ରୁ

ବିଭା

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବି=ବଶେଷ ଭାବରେ+ଭା ଧାତୁ=ଦୀପ୍ତି ପାଇବା+ ଭାବ. ଅ+ଆ)

[ସମ୍ପାଦନା]
୧. ପ୍ରଭା; ଦୀପ୍ତି —୧. Splendour; brilliancy.
୨. କିରଣ. ୨. Ray; beam of light.
୩. ପ୍ରକାଶ —୩. Exhibition; manifestation.
୪. ଆଲୋକ —୪. Light; illumination.;
୫. ଶୋଭାଚ ସୌନ୍ଦର୍ଯ୍ୟ —୫. grace;beauty;

=== ଦେଶଜ - ବି— (ସଂସ୍କୃତ - ବିବାହ)

ବିବାହ —Marriage.