Jump to content

ବିଭାଈ

ଉଇକିଅଭିଧାନ‌ରୁ

ବିଭାଈ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ସ୍ତ୍ରୀ

[ସମ୍ପାଦନା]

ବିବାହିତା; ଯାହାକୁ ବିବାହ କରାଯାଇଥାଏ; ବେହୀ —Married (wife)

ଦେଶଜ - ବିଶେଷ୍ୟ - ସ୍ତ୍ରୀ

[ସମ୍ପାଦନା]

ନିଜର ବିବାହିତା ସ୍ତ୍ରୀ —One's married wife

[ଉ— ସ୍ତୀରୀ ମଧ୍ୟରେ ବଡ଼ ପାଟି ମୁହିଁ, ମୋହର ପଛେ ଆଉ ଯେ ବିଭାଈ ପ୍ରାଚୀ. ରହସ୍ୟମଞ୍ଜରୀ]