Jump to content

ବିଭାକର

ଉଇକିଅଭିଧାନ‌ରୁ

ବିଭାକର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବିଭା+କୃ ଧାତୁ+କର୍ତ୍ତୃ. ଅ)

[ସମ୍ପାଦନା]

ଦୀପ୍ତୀଜନକ — Illuminating.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୂର୍ଯ୍ୟ —୧. The sun.
୨. ଅଗ୍ନି —୨. Fire.
୩. ଅର୍କ ବୃକ୍ଷ — ୩. Calotropis Gigantea (plant).