Jump to content

ବିଭାଗୀୟ

ଉଇକିଅଭିଧାନ‌ରୁ

ବିଭାଗୀୟ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. କୌଣସି ସାଧାରଣ ବା ସରକାରୀ କର୍ମବିଭାଗ ସମ୍ପର୍କୀୟ —୧. Departmental.
୨. (ସଂସ୍କୃତ - ବିଭାଜ୍ୟ) (କଚିରିଆ) ଯେଉଁ ସମ୍ପତ୍ତି ବଣ୍ଟନ କରାଯିବା — ୨. (property) To be partitioned.