Jump to content

ବିଭାଜକ

ଉଇକିଅଭିଧାନ‌ରୁ

ବିଭାଜକ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ଫୁ (ବିଶେଷ୍ୟ - +ଭଜ୍ ଧାତୁ+କର୍ତ୍ତୃ. ଅକ)

[ସମ୍ପାଦନା]

ବଣ୍ଟନକାରୀ — Dividing; distributing.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ଯେଉଁ ବ୍ୟକ୍ତି ବଣ୍ଟନ କରେ —୧. A person who divides a thing into different shares.
୨. (ଗଣିତ) ଭଗ୍ନାଂଶରେ ନିମ୍ନ ସଂଖ୍ୟା —୨. (mathematices) The denominator of a fraction.
୩. ଯେଉଁ ସଂଖ୍ୟାଦ୍ୱାରା ଅନ୍ୟ କୌଣସି ସଂଖ୍ୟା ହରଣ କରାଯାଏ —A number by which another is divided.