Jump to content

ବିଭାଜ୍ୟ

ଉଇକିଅଭିଧାନ‌ରୁ

ବିଭାଜ୍ୟ

ଉଚ୍ଚାରଣ

[ସମ୍ପାଦନା]

[ବିଭାଜ୍ୟତା(ତ୍ୱ)—ବି]

ସଂସ୍କୃତ - ବିଶେଷଣ - (ବି+ଭଜ୍ ଧାତୁ+କର୍ମ. ଯ)

[ସମ୍ପାଦନା]
୧. ବିଭାଗ ଯୋଗ୍ୟ —୧. Divisible.
୨. ଯାହା ଭିନ୍ନ ଭିନ୍ନ ଅଂଶରେ ପୃଥକ୍ କରାଯିବା ଉପଯୁକ୍ତ — ୨. Fit to be partitionced in to different shares
୩. ଖଣ୍ଡନୀୟ —୩. Partible

=== ସଂସ୍କୃତ - ବିଶେଷ୍ୟ -

(ଗଣିତ) ଭଗ୍ନାଂଶର ଲବ — (mathemetics) The numerator of a fraction.