ବିଭାଜ୍ୟତ୍ୱ
ଦେଖଣା
ବିଭାଜ୍ୟତ୍ୱ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବିଭାଜ୍ୟ+ଭାବ. ତା, ତ୍ୱ)
[ସମ୍ପାଦନା]- ୧. ବିଭକ୍ତ କରା— ଯିବାର ଯୋଗ୍ୟତା —୧. Divisibility.
- ୨. (ଜଡ଼ ବିଜ୍ଞାନ) ଜଡ଼ ପଦାର୍ଥ ପ୍ରତି କୌଣସି ବଳ ପ୍ରୟୋଗ କଲେ ଯେଉଁ ଗୁଣଦ୍ୱାରା ଉକ୍ତ ପଦାର୍ଥ ନାନା ଖଣ୍ଡରେ ବିଭକ୍ତ ହୁଏ —Divisibility of a thing; the quality of thing owing to which it is split up into parts when force is applied to it.