Jump to content

ବିଭାତି

ଉଇକିଅଭିଧାନ‌ରୁ

ବିଭାତି

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ସୌନ୍ଦର୍ଯ୍ୟ —୧. Beauty.

(ଉ—ବାମଦେବ ବାମା କେତେ, ବିଭାତି ସମାଜଗତେ ଭଞ୍ଜ. ବୈଦେହୀଶ ବିଳାସ)

୨. କିରଣ; ତେଜଃ —୨. Rays (of the sun).

(ଉ—ବିଭା ବସୁର ବିଭାତି, ଖ୍ୟାତି ତାପର ଜଗତୀ,

ସେ ଯେମନ୍ତେ ସ୍ୱର୍ଭାନୁ ଆହାର ଯେ ଭଞ୍ଜ. ବୈଦେହୀଶ— ବିଳାସ)