Jump to content

ବିଭାତିବା

ଉଇକିଅଭିଧାନ‌ରୁ

ବିଭାତିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ବିଭାତ)

[ସମ୍ପାଦନା]
୧. ଶୋଭା ପାଇବା —୧. To look beautiful.
୨. ଉଜ୍ଜଳତା ସହ ପ୍ରକାଶିତ ହେବା —୨. To shine.

(ଉ—ବିଧୁଚୂଡ଼ ଗଉରୀ, ବିଭାତିକି ରାମ ସୀତା ଧରି ଭଞ୍ଜ. ବୈଦେହୀଶବିଳାସ)