Jump to content

ବିଭାବନା

ଉଇକିଅଭିଧାନ‌ରୁ

ବିଭାବନା

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ବି+ଭୁ ଧାତୁ ଣିଚ୍=ଭାବି ଧାତୁ +ଭାବ ଅନ; +ଆ)

[ସମ୍ପାଦନା]
୧. ବିବେଚନା —୧. Discrimination; consideration.
୨. ଅନୁଭବ କରଣ —୨. Perception.
୩. ଚିନ୍ତନ —୩. Reflection; thought; act of pondering. over a thing.
୪. ଅବଧାରଣ —୪. Determination, setting of a thing in one's mind.
୫. ପ୍ରକାଶନ; ଆବିଷ୍କୁରଣ —୫. Discovering.
୬. ଭୁୟୋ ଦର୍ଶନ —୬. Observation .
୭. ମିଳନ; ଭୋଟ —୭. Interview.
୮. କାବ୍ୟାଳଙ୍କାରବିଶେଷ —୮. A figure of speach depictiong an effect or event without any apparent or approximate cause.

[ଦ୍ରଷ୍ଟବ୍ୟ —କାରଣ ବ୍ୟତିରେକେ କାର୍ଯ୍ୟର ଉତ୍ପତ୍ତି ହେଲେ ବିଭାବନା ଅଳଙ୍କାର ହୁଏ; ଯଥା— ନୁହେ ଚନ୍ଦ୍ରକର କରେ ଆହ୍ଳାଦ, ଅମୃତ ନୁହେଁ ସେ ତହୁଁ ସୁଆଦ, ଚିନ୍ତା ନୁହେ ଜାତ କରେ ବିଷାଦ, ବଢ଼ାଏ ଗରବ ନୁହେ ସମ୍ପଦ କବିସୂର୍ଯ୍ୟ କବିତା]