ବିଭାବରୀ
ଦେଖଣା
ବିଭାବରୀ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବିଭା=ଦୀପ୍ତୀ+ଆ+ବୃ ଧାତୁ+କର୍ତ୍ତୃ. ଅ+ସ୍ତ୍ରୀ ଇ; ଯେ ସୂର୍ଯ୍ୟଙ୍କ ଦୀପ୍ତିକୁ ଘୋଡ଼ାଇ ପକାଏ)
[ସମ୍ପାଦନା]- ୧. ରଜନୀ; ରାତ୍ରି —୧. Night.
- ୨. କୁଟ୍ଟୀନୀ; କୁଟୁଣୀ; ଦୂତୀ —୨. A procuress.
- ୩. ଦୁଇଜଣଙ୍କବିବାଦ ବା ଧରାପରା ସମୟରେ ଚିରିଯାଇଥିବା ବସ୍ତ୍ରର ଖଣ୍ଡବା ଟୁକୁରା; ବିବାଦବସ୍ତ୍ରମୁଣ୍ଡୀ —୩. Shreds of a garment or cloth torn during a scuffle.
- ୪. ହଳଦୀ —୪. Turmeric.
- ୫. ମୌଖର୍ଯ୍ୟ; ମୁଖରତା —୫. Scurrility; abusiveness.
- ୬. ମେଦା ଲତା —୬. Name of a creeper
- ୭. ବକ୍ରଯୋଷିତ୍; କଳିହୁଡୀ ସ୍ତ୍ରୀ — ୭. A churlish woman; a shrew.
- ୮. ବେଶ୍ୟା —୮. Harlot.