ବିଭାବରୀ ନାହା
ରଜନୀପତି; ଚନ୍ଦ୍ର —The moon
(ଉ— ଜ୍ୱଳନରୁ ବତି ସେହିଦିନୁ କେଳି, କରେ ବିଭାବରୀ— ନାହାକର କବିସୂର୍ଯ୍ୟ. କିଶୋରଚମ୍ପୂ. ଜ ଗୀତ)