Jump to content

ବିଭାବିତ

ଉଇକିଅଭିଧାନ‌ରୁ

ବିଭାବିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଭୂ ଧାତୁ ଣିଚ୍ +କର୍ମ ତ)

[ସମ୍ପାଦନା]
୧. ଅନୁଭୂତ —୧. Experienced.
୨. ବିବେଚିତ — ୨. Considered; judged.
୩. ବିଚିନ୍ତିତ — ୩. Pondered over; thought over.
୪. ଦୁଷ୍ଟ —୪. Seen.
୫. ଅବଧାରିତ —୫. Ascertained; observed.
୬. ପ୍ରସିଦ୍ଧ —୬. Famous; celebrated.
୭. ପ୍ରତିଷ୍ଠିତ —୭. Established.