Jump to content

ବିଭାବ୍ୟ

ଉଇକିଅଭିଧାନ‌ରୁ

ବିଭାବ୍ୟ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଭୂ ଧାତୁ ଣିଚ୍=ଭାବୀ ଧାତୁ+କର୍ମ ଯ)

[ସମ୍ପାଦନା]
୧. ବିବେଚ୍ୟ; ଚିନ୍ତନୀୟ —୧. Fit to be considered.
୨. ଦର୍ଶନୀୟ —୨. Observale.
୩. କଳ୍ପନୀୟ —୩. Conceivable.