ବିଭାଷା
ଦେଖଣା
ବିଭାଷା
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷ୍ୟ - (ବି+ଭାଷା)
[ସମ୍ପାଦନା]- ୧. ଏକପ୍ରକାର ପ୍ରାକୃତ ଭାଷା — ୧. A class of prākṛuta or vernacular language.
- ୨. ବିକଳ୍ପ; ଦ୍ୱୈଧଭାବ; ଇଛାନୁରୂପ କଳ୍ପନା —୨. Optional from; an alternative.
- ୩. ସଙ୍ଗୀତର ରାଗିଣୀ ବିଶେଷ —୩. A musical note.
- ୪. ପ୍ରାଦେଶିକ ଭାଷା; ଦେଶାଂଶ ପ୍ରଚଳିତ ଭାଷା — ୪. Dialect.
- ୫. ଅପଭ୍ରଷ୍ଟ ଭାଷା, ଯାହା କୌଣସି ବ୍ୟାକରଣଗତ ନିୟମାନୁବର୍ତ୍ତୀ ନୁହେଁ; ଇତର ବ୍ୟବହୃତ ଭାଷା —୫. Colloqual language that defies the rules of grammar.
ଦେଶଜ - ବିଶେଷ୍ୟ -
[ସମ୍ପାଦନା]- ୧. ଗାଳି— ମନ୍ଦ —୧. Abuse.
- ୨. ଅଶ୍ଳୀଳବାକ୍ୟ —୨. Indecent language.