ବିଭାସ
ଦେଖଣା
ବିଭାସ
ଉଚ୍ଚାରଣ
[ସମ୍ପାଦନା](ବିଭାଷା—ଅନ୍ୟରୂପ)
ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ବି=ପକ୍ଷୀ+ଭାସ୍ ଧାତୁ= କହିବା+କର୍ମ. ଅ)
[ସମ୍ପାଦନା](ପକ୍ଷୀ ତାହାର ସ୍ୱରକୁ ବାରମ୍ୱାର ବୋଲିବା ପ୍ରକାରେ ବୋଲାଯିବା) ସଙ୍ଗୀତର ରାଗିଣୀ ବିଶେଷ — A tune in Hindu music (in which the note is repeated like that of a bird repeating its notd.)
[ଦ୍ରଷ୍ଟବ୍ୟ —ଏହା ପୂର୍ବାହ୍ନରେ ଗାଇବାର ଉପଯୁକ୍ତ ଓ ବୀରରସାଶ୍ରିତ]