Jump to content

ବିଭାସିତ

ଉଇକିଅଭିଧାନ‌ରୁ

ବିଭାସିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ବି+ଭାସ୍ ଧାତୁ ଣିଚ୍=ଭାସି ଧାତୁ+କର୍ତ୍ତୃ. ତ)

[ସମ୍ପାଦନା]
୧. ପ୍ରକାଶିତ —୧. Revealed; manifisted; disclosed.
୨. ଆଲୋକିତ —୨. Lighted; illuminated.
୩. ପରିଶୋଭିତ —୩. Adorned; beautified.
୪. ଫୁଟିଥିବା; ପ୍ରସ୍ଫୁଟିତ —୪. Blown; blooming (said of a flower)